ଏଣିକି ବିଦେଶୀ ବନ୍ଧୁକରେ ଲାଗିବ ‘ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍‌’

ନୂଆଦିଲ୍ଲୀ:ବିଦେଶୀ ବନ୍ଧୁକରେ ରହିବ ଭାରତୀୟ ଛାପ। ଅର୍ଥାତ ଆମେରିକା ଓ ୟୁକେର ସେନା ବ୍ୟବହାର କରୁଥିବା ଉଚ୍ଚକ୍ଷମତା ସମ୍ପନ୍ନ ବନ୍ଧୁକ ଓ ରାଇଫଲରେ ‘ମେକ୍‌ ଇନ୍ ଇଣ୍ଡିଆ’ ଟ୍ୟାଗ୍ ଲାଗିବ। ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ପଦଯକ୍ଷେପ କାର୍ଯ୍ୟକାରୀ କରାଯାଇପାରେ। କାରଣ ଚେନ୍ନାଇର ଗୋଳାବାରୁଦ ପ୍ଲାଣ୍ଟରେ ଏସବୁ ଦାମ ହତିଆର ତିଆରି ହେବ। ଏନେଇ ୫ଟି ଭାରତୀୟ ଘରୋଇ ହତିଆର ତିଆରି କରୁଥିବା କମ୍ପାନୀ ବିଦେଶୀ କମ୍ପାନୀ ସହ … Continue reading ଏଣିକି ବିଦେଶୀ ବନ୍ଧୁକରେ ଲାଗିବ ‘ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍‌’